ସମାଲୋଚକଙ୍କୁ ସୋନାଙ୍କ ଧମକ: ଚୁପ୍‌ ହୁଅ ନ ହେଲେ ନଗ୍ନ ହୋଇଯିବି

ଭୁବନେଶ୍ୱର: ଭକ୍ତ ସାଲବେଗଙ୍କ ଲିଖିତ ଲୋକପ୍ରିୟ ଓଡ଼ିଆ ଜଣାଣ ‘ଆହେ ନୀଳଶଇଳ’କୁ ଗାୟିକା ସୋନା ମହାପାତ୍ର ବିକୃତ ଉଚ୍ଚାରଣ କରି ଗାଇବା ପରେ ଓଡ଼ିଆ ଭାଷାପ୍ରେମୀ ଓ ଜଗନ୍ନାଥ ପ୍ରେମୀମାନେ ସୋନାଙ୍କୁ ଟୁଇଟର୍‌ରେ ବହୁ ତିରସ୍କାର କରି ଟୁଇଟ୍‌ କରିଥିବାର ଗତ ୨ ଦିନ ମଧ୍ୟରେ ଦେଖିବାକୁ ମିଳିଛି। ଭାଷା ପ୍ରେମୀ, ଜଗନ୍ନାଥ ପ୍ରେମୀ ତଥା ସାରା ଓଡ଼ିଶାର ସଂସ୍କୃତିକୁ ଏହା ଆଘାତ ଦେଇଥିବା ବେଳେ ସୋନା ସମାଲୋଚକଙ୍କ ସମାଲୋଚନାରେ … Continue reading ସମାଲୋଚକଙ୍କୁ ସୋନାଙ୍କ ଧମକ: ଚୁପ୍‌ ହୁଅ ନ ହେଲେ ନଗ୍ନ ହୋଇଯିବି